ଫ୍ରେଞ୍ଚ୍ କାହିଁକି ଶିଖନ୍ତି ?
- 5ଟି ମହାଦେଶର 30ଟି ଦେଶରେ କୁହାୟାଉଥିବା ଭାଷା ମଧ୍ୟରୁ ଫ୍ରେଞ୍ଚ୍ ଅନ୍ୟତମ ଏବଂ ସାରା ବିଶ୍ୱରେ 200 ନିୟୁତରୁ ଅଧିକ ଲୋକ ଫ୍ରେଞ୍ଚ୍ ଭାଷା କହନ୍ତି।
- ପାଠପଢ଼ା ପାଇଁ ଫ୍ରାନ୍ସ ହେଉଛି ତୃତୀୟ ଲୋକପ୍ରିୟ ସ୍ଥାନ।
- ଭାରତରେ ପୁଞ୍ଜିନିବେଶ କରୁଥିବା ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଫ୍ରାନ୍ସର କମ୍ପାନିଗୁଡ଼ିକ ରହିଛନ୍ତି।
- ବିଜ୍ଞାନ, ଇଞ୍ଜିନିୟରିଂ, ସଂସ୍କୃତି ଏବଂ ଗଣମାଧ୍ୟମ କ୍ଷେତ୍ରରେ ଏହାର ଉତ୍ତମ ଯୋଗଦାନ ରହିଛି।
ପାଠ୍ୟକ୍ରମ
OCAC A1 ସ୍ତର (Beginners level/Elementary level) ପାଇଁ ନିୟମିତ ଶ୍ରେଣୀ ପ୍ରଦାନ କରିଥାଏ।
ଅବଧି : 120 ଘଣ୍ଟା
ଶ୍ରେଣୀ ପ୍ରତି ଅବଧି : 3 ଘଣ୍ଟା
ପାଠ୍ୟକ୍ରମ ଶୁଳ୍କ : 8 ହଜାର ଟଙ୍କା
ସମୟ ନିର୍ଦ୍ଧାରଣ: ଅପରାହ୍ଣ 5 ଟାରୁ ରାତି 8 ଟା କିମ୍ବା ସକାଳ 7 ଟାରୁ 10 ଟା ପର୍ୟ୍ୟନ୍ତ
ଯୋଗ୍ୟତା ମାନଦଣ୍ଡ : ଇଂରାଜୀରେ ମୌଳିକ ଜ୍ଞାନ.
ପାଠ୍ୟକ୍ରମ: ଭାଷାଗୁଡ଼ିକ ପାଇଁ ସାଧାରଣ ୟୁରୋପୀୟ ରେଫରେନ୍ସ ଫ୍ରେମବାର୍କ (CEFR) ଉପରେ ଆଧାରିତ ଆଲାଏନ୍ସ ଫ୍ରାଞ୍ଚାଇଜ ଅନୁୟାୟୀ।
ଅଧିକ ବିବରଣୀ ପାଇଁ Pl. ସମ୍ପର୍କ କରନ୍ତୁ: OCAC 0674-2567064 / 2567280 ନମ୍ବରରେ ଶ୍ରୀ ନିରୋଦ ମହାନ୍ତିଙ୍କୁ ଯୋଗାୟୋଗ କରନ୍ତୁ କିମ୍ବା ଆପଣଙ୍କ ପ୍ରଶ୍ନ ପଠାଇ ଦିଅନ୍ତୁ : nirod.mohanty@ocac.in