ଇ-ଗଭର୍ନାନ୍ସ, ୨୦୦୭ ରେ ଦଶମ ଜାତୀୟ ସମ୍ମିଳନୀରେ ଓପେପା (ଓଡିଶା ପ୍ରାଥମିକ ଶିକ୍ଷା ପ୍ରାଧିକରଣ) ପାଇଁ ପାଇଁ 'www.opepa.in' ୱେବସାଇଟର ବିକାଶ ପାଇଁ ଓକାକ ଜାତୀୟ ଇ-ଗଭର୍ନାନ୍ସ ବ୍ରୋଞ୍ଜ ପୁରସ୍କାର ଗ୍ରହଣ କଲା |