
ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗର ବୈଷୟିକ ନିର୍ଦ୍ଦେଶାଳୟ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ହେଉଛି ରାଜ୍ୟର ଗୋଟିଏ ଅଗ୍ରଣୀ ସୂଚନା ପ୍ରଯୁକ୍ତି ପରାମର୍ଶଦାତା ଅନୁଷ୍ଠାନ । ଏହା ବିଭିନ୍ନ ସ୍ତରରେ ସମନ୍ୱିତ ତାଲିମ କର୍ଯ୍ୟକ୍ରମ ଆୟୋଜନ କରିବାର ଦାୟିତ୍ୱ ବହନ କରିଛି । ସର୍ବସାଧାରଣ ନାଗରିକ ଏବଂ ସରକାର, ନିଗମ ଏବଂ ବିଭିନ୍ନ ସଂସ୍ଥା ସମୂହର ଉଚ୍ଚ, ମଧ୍ୟମ ଓ ନିମ୍ନ ପରିଚାଳନା ନିମନ୍ତେ ଏହା ଦୀର୍ଘକାଳୀନ, ସ୍ୱଳ୍ପକାଳୀନ ଏବଂ ସ୍ୱତନ୍ତ୍ର ପାଠ୍ୟକ୍ରମ ପରିଚାଳନା କରିଥାଏ । ପ୍ରଶିକ୍ଷଣ ପ୍ରଣାଳୀରେ ବକ୍ତୃତା, ଦଳଗତ ଆଲୋଚନା, କେସ୍-ଷ୍ଟଡ଼ି, ବ୍ୟବହାରିକ ପ୍ରଦର୍ଶନ, ପ୍ରାୟୋଗିକ ତାଲିମ ପ୍ରଭୃତି ଅନ୍ତର୍ଭୁକ୍ତ ହୋଇ ରହିଛି । ତାଲିମ ସମୟରେ ଭିଡ଼ିଓ, ପିସି ପ୍ରୋଜେକ୍ଟର୍ ଏବଂ ପିଏ ଆଦି ଆଧୁନିକ ପ୍ରଶିକ୍ଷଣ ସହାୟକ ସାମଗ୍ରୀର ବ୍ୟାପକ ଉପଯୋଗ ହୋଇଥାଏ | ଏହା ଏନଆଇଇଏଲଆଇଟି ପରି ପ୍ରତିଷ୍ଠିତ ଜାତୀୟ ଆର ଏବଂ ଡି ପ୍ରତିଷ୍ଠାନ ସହିତ ଏକ ସମନ୍ୱିତ ସମ୍ପର୍କ ସ୍ଥାପନ କରିଛି |
COURSE OFFERED BY OCAC
1. NIELIT ‘O’ Level Programme
2) NIELIT ‘A’ Level Programme
3) FRENCH Language Training Programme
4) Application Development on Open Source Environment
5) Android Technology
6) Web Application Development & Content Management
7) Big Data using HADOOP
8) Cloud Computing
9) AUTO CAD Training Programme
10) STAAD PRO Training Programme
11) CATIA
12) 3DS-Max
13) PLC (Electrical CAD)
14) Arc-GIS
15) Revit Architecture
16) CAP (Computer Appreciation Prgramme)
17) Tally ERP-9
18) ORACLE
19) Core Java
20) Core & Advance Java
21) Dot-Net
22) Hackers Boot Camp(Beginners Level)
23) Programming in C Language
24) Programming in C++ Language
25) Data Structure through C/C++
26) Corporate Training Programme (Govt., PSUs, etc.)
ADMISSION
For admission in different training programme a candidate has to apply on the prescribed application form, which is available with the prospectus on payment of prescribed fees.